ସାଧାରଣ ସ୍ତର (Basic Level)

  1. ଗୋଟିଏ ବିନ୍ଦୁ ଦେଇ କେତୋଟି ସରଳରେଖା ଅଙ୍କନ କରାଯାଇପାରିବ?
    (A) ୧
    (B) ୨
    (C) ୫
    (D) ଅସଂଖ୍ୟ
  2. ଯେଉଁ କୋଣର ପରିମାଣ 
     ରୁ ଅଧିକ କିନ୍ତୁ 
     ରୁ କମ୍, ତାହାକୁ କି କୋଣ କୁହାଯାଏ?

    (A) ସୂକ୍ଷ୍ମକୋଣ
    (B) ସ୍ଥୂଳକୋଣ
    (C) ସମକୋଣ
    (D) ପ୍ରବୃଦ୍ଧ କୋଣ
  3.  ପରିମିତ କୋଣର ଅନୁପୂରକ କୋଣର ପରିମାଣ କେତେ?

    (A) 

    (B) 

    (C) 

    (D) 
  4. ଦୁଇଟି ପରିପୂରକ କୋଣର ସମଷ୍ଟି କେତେ?
    (A) 

    (B) 

    (C) 

    (D) 
  5. ଏକ ସରଳରେଖା ଉପରେ କେତୋଟି ବିନ୍ଦୁ ଥାଏ?
    (A) ୧୦୦
    (B) ୧୦୦୦
    (C) ଅସଂଖ୍ୟ
    (D) ୨

ମଧ୍ୟମ ସ୍ତର (Intermediate Level)
  1. ଯଦି ଦୁଇଟି ସରଳରେଖା ପରସ୍ପରକୁ ଛେଦ କରନ୍ତି, ତେବେ ସୃଷ୍ଟି ହେଉଥିବା ପ୍ରତୀପ କୋଣମାନଙ୍କର ସମ୍ପର୍କ କ’ଣ?
    (A) ସେମାନେ ପରିପୂରକ
    (B) ସେମାନେ ଅସମାନ
    (C) ସେମାନେ ସମାନ
    (D) ସେମାନଙ୍କ ସମଷ୍ଟି 
  2. ଗୋଟିଏ କୋଣର ପରିମାଣ ତାହାର ଅନୁପୂରକ କୋଣର ପରିମାଣ ସହ ସମାନ ହେଲେ, କୋଣଟି କେତେ ଡିଗ୍ରୀ?
    (A) 

    (B) 

    (C) 

    (D) 
  3. ଦୁଇଟି ସମାନ୍ତର ସରଳରେଖାକୁ ଏକ ଛେଦକ ଛେଦ କଲେ, ଏକାନ୍ତର କୋଣ ଯୋଡ଼ିର ପରିମାଣ କ’ଣ ହୁଏ?
    (A) ସମାନ
    (B) ପରିପୂରକ
    (C) ଅନୁପୂରକ
    (D) 
  4.  ପରିମିତ କୋଣକୁ କି କୋଣ କୁହାଯାଏ?

    (A) ସ୍ଥୂଳକୋଣ
    (B) ସରଳ କୋଣ
    (C) ପ୍ରବୃଦ୍ଧ କୋଣ (Reflex Angle)
    (D) ପୂର୍ଣ୍ଣ କୋଣ
  5. ଦୁଇଟି ସମାନ୍ତର ସରଳରେଖାକୁ ଏକ ଛେଦକ ଛେଦ କଲେ, ଛେଦକର ଏକ ପାର୍ଶ୍ୱସ୍ଥ ଅନ୍ତଃକୋଣ ଦ୍ୱୟର ସମଷ୍ଟି କେତେ?
    (A) 

    (B) 

    (C) 

    (D) 

ଉଚ୍ଚ ସ୍ତର (Advance Level)
  1. ଯଦି ଏକ କୋଣର ପରିମାଣ ତା’ର ପରିପୂରକ କୋଣର ୪ ଗୁଣ ହୁଏ, ତେବେ କୋଣଟିର ପରିମାଣ କେତେ?
    (A) 

    (B) 

    (C) 

    (D) 
  2. ପାର୍ଶ୍ୱସ୍ଥ ଚିତ୍ରରେ ଯଦି 
     ହୁଏ, ତେବେ ସେମାନେ କେଉଁ ସ୍ଥିତିରେ ଏକ ସରଳରେଖା ଗଠନ କରିବେ?

    (A) ଯଦି 

    (B) ଯଦି 

    (C) ଯଦି 

    (D) ଯଦି 
  3. ଦୁଇଟି ସମତଳ ପରସ୍ପରକୁ ଛେଦ କଲେ ସେମାନଙ୍କର ସାଧାରଣ ସେଟ୍ କ’ଣ ହେବ?
    (A) ଏକ ବିନ୍ଦୁ
    (B) ଏକ ସରଳରେଖା
    (C) ଏକ ରଶ୍ମି
    (D) ଏକ ସମତଳ
  4.  ରେ 
     ଏବଂ 
     ହେଲେ, 
     ର ପରିମାଣ କେତେ?

    (A) 

    (B) 

    (C) 

    (D) 
  5. ଏକ ସରଳରେଖା ଉପରେ ଦଣ୍ଡାୟମାନ ଏକ ରଶ୍ମି ଦ୍ୱାରା ସୃଷ୍ଟି ହେଉଥିବା ସନ୍ନିହିତ କୋଣ ଦ୍ୱୟର ସମଷ୍ଟି କେତେ?
    (A) 

    (B) 

    (C) 

    (D) 
  6. ଯଦି ଏକ କୋଣର ଅନୁପୂରକ କୋଣ ଏବଂ ପରିପୂରକ କୋଣର ଅନୁପାତ 
     ହୁଏ, ତେବେ କୋଣଟି କେତେ?

    (A) 

    (B) 

    (C) 

    (D) 
  7. ତିନୋଟି ଅସଂରେଖୀ ବିନ୍ଦୁ ଦେଇ କେତୋଟି ସମତଳ ଅଙ୍କନ କରାଯାଇପାରିବ?
    (A) ୨
    (B) ୩
    (C) ୧
    (D) ଅସଂଖ୍ୟ
  8.  ଏବଂ 
     ହେଲେ, 
     ଏବଂ 
     ମଧ୍ୟରେ ସମ୍ପର୍କ କ’ଣ?

    (A) 

    (B) 

    (C) ସେମାନେ ପରସ୍ପରକୁ ଛେଦ କରିବେ
    (D) କୌଣସି ସମ୍ପର୍କ ନାହିଁ
  9. ଯଦି ଦୁଇଟି ସନ୍ନିହିତ କୋଣର ସମଷ୍ଟି 
     ହୁଏ, ତେବେ ସେମାନଙ୍କର ଅସାଧାରଣ ବାହୁ ଦ୍ୱୟ କିପରି ରହିବେ?

    (A) ଏକ ସରଳରେଖାରେ
    (B) ପରସ୍ପର ପ୍ରତି ଲମ୍ବ
    (C) ସମାନ୍ତର
    (D) କୌଣସିଟି ନୁହେଁ
  10.  ର କେଉଁ ମୂଲ୍ୟ ପାଇଁ 
     ଏବଂ 
     ଏକ ରୈଖିକ ଯୁଗ୍ମ କୋଣ (Linear Pair) ହେବେ?

    (A) 

    (B) 

    (C) 

    (D) 

For More MCQ Click Here

Post a Comment